Jump to content

ବଟୁଳି

ଉଇକିଅଭିଧାନ‌ରୁ

ବଟୁଳି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -(ସଂସ୍କୃତ - ବର୍ତ୍ତୃଳ; ପ୍ରା. ବଟ୍ଟୁଳ)

[ସମ୍ପାଦନା]

ପାକପାତ୍ରରୂପେ ବ୍ୟବହୃତ ବର୍ତ୍ତୁଳାକାର ଚଉଡ଼ାମୁହଁ ପିତଳ ଘଟୀ —A round cooking jug made of brass.

[ଦ୍ରଷ୍ଟବ୍ୟ —ଏଥିରୁ ମୁହଁ ଚଉଡ଼ା ଓ ଏଥିରେ ଭାତ ଡ଼ାଲି ରନ୍ଧା ହୁଏ]