Jump to content

ବଟୁ କରଣ

ଉଇକିଅଭିଧାନ‌ରୁ

ବଟୁ କରଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି— (ବଟ୍ଟୁ+ଅଦ୍ଭୁତ ତଦ୍ଭାବେ ଚ୍ୱି+କରଣ)

[ସମ୍ପାଦନା]

ଦ୍ୱିଜାତି ବାଳକର ଉପନୟନ ବା ବ୍ରତରୂପ ସଂସ୍କାର; ବଡ଼ୁ — The ceremony of investiture of the sacred thread of the twice-born.