ବଟେ
ବଟି ଦେଇ; ଠକି ଦେଇ — Deceitfully; by deceiving.
ବଟେ ଯିବ ବ୍ୟର୍ଥ ହେବ ବିବାଦେ ମଜ୍ଜି—ଭଞ୍ଜ ବୈଦେହୀଶବିଳାସ
ବଟମୂଳକୁ —To the ground under a banyan tree.
ବଟେ ଯିବ ବିମାନ ଆଣିବ ସେ ପୁଜି—ଭଞ୍ଜ ବୈଦେହୀଶବିଳାସ