Jump to content

ବଟ ପତ୍ରୀ

ଉଇକିଅଭିଧାନ‌ରୁ

ବଟ ପତ୍ରୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବୈଦ୍ୟକ)

[ସମ୍ପାଦନା]

ପାଷାଣ ଭେଦୀ ଜାତୀୟ ଏକ ପ୍ରକାର ଗୁଳ୍ମ —A sort of herb; Lycopidium; Colcus Amboinicus.

[ଦ୍ରଷ୍ଟବ୍ୟ —ଏହା କଷାୟ ରସ, ଶୀତଳ, ପିଚ୍ଛଳ, ଅଗ୍ନିବର୍ଦ୍ଧକ, ବଳ— କାର, ହଦ୍ରୁନାଶକ ଓ ମେହ , ମୂତ୍ରୃକୃଚ୍ଛ, ବ୍ରଣ ଓ ଯୋନି ରୋଗରେ ଔଷଧ ରୂପରେ ବ୍ୟବହୃତ ହୁଏ]