Jump to content

ବଡ଼କା

ଉଇକିଅଭିଧାନ‌ରୁ

ବଡ଼କା

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ସମ୍ୱଲପୁର) ବିଣ—(ତୁଳ. ହିନ୍ଦୀ - ବ଼ଡ଼୍କା)

[ସମ୍ପାଦନା]
୧. ଅତି ବଡ଼ —୧. Very great.
୨. ବୃହତ୍ତମ —୨. Greatest; largest.
୩. ସମସ୍ତଙ୍କଠାରୁ ବୟୋଜ୍ୟେଷ୍ଠ —୩. Eldest.
୪. ସର୍ବୋକୃଷ୍ଟ —୪. Excellent; highest.