Jump to content

ବଡ଼ନଦୀ

ଉଇକିଅଭିଧାନ‌ରୁ

ବଡ଼ନଦୀ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

(ନାମ) ନଦୀବିଶେଷ —Name of a river in Ganjam.

[ଦ୍ରଷ୍ଟବ୍ୟ —ଏ ନଦୀ ଘୁମୁସର ମାଳରୁ ବାହାରି ଆସିବା ନିକଟରେ ଋଷିକିଲ୍ୟାରେ ମିଶିଛି ଏହି ନଦୀ ଆସିକା ଚିନିକଳର ଉତ୍ତରରେ ଓ ଋଷିକୁଲ୍ୟା ଚିନିକଳର ଦକ୍ଷିଣରେ ପ୍ରବାହିତ ଏଥିରେ ଗଭର୍ଣ୍ଣମେଣ୍ଟ ଆନିକଟ କରିଅଛନ୍ତି]