ବଡ଼ପାସ୍
ଦେଖଣା
ବଡ଼ପାସ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବଡ଼ପାସ୍
|
ଦେଶଜ - ବିଶେଷ୍ୟ - (ବିଦ୍ୟାଳୟମାନଙ୍କରେ ଆଧୁନିକ ପ୍ରୟୋଗ; ସଂସ୍କୃତ - ବଡ଼୍ର+ଇଂରାଜୀ - ପାସ୍)
[ସମ୍ପାଦନା]ଦୁଇ; ଝାଡ଼ା ଫେରିଯିବା ପାଇଁ ଛାତ୍ରମାନଙ୍କର ଶିକ୍ଷକଙ୍କୁ ଦେଇ ଝାଡ଼ା ସଙ୍କେତ —Two; second pass (a term used while boys ask the teacher's permission to go out of the school for easing.)