ବଡ଼ବଡ଼ୁଆ ଡ଼ାକ
ଦେଖଣା
ବଡ଼ବଡ଼ୁଆ ଡ଼ାକ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]କାର୍ତ୍ତିକ ଅମାବାସ୍ୟାରେ ପିତୃଲୋକଙ୍କ ଉଦ୍ଦେଶ୍ୟରେ ଆଲୋକ ପ୍ରଦର୍ଶନ — Offering of light to the deceased ancestors on the newmon day of Kārttika.
[ଦ୍ରଷ୍ଟବ୍ୟ —ଏହି ସମୟରେ କାଉଁରିଆ ବିଡ଼ା ଜାଳି ଉପରକୁ ଟେକି ଧରି ପୂର୍ବପୁରୁଷମାନଙ୍କୁ ସମ୍ୱୋଧନ କରି ଡ଼ାକ ଦିଆଯାଏ ସେହି ଡ଼ାକ—ବ଼ଡ଼ବଡ଼ୁଆ ହେ ଅନ୍ଧାରରେ ଆସି ଆଲୁଅରେ ଯାଅ ବାଇଶି ପାହାଚରେ ମହାପ୍ରସାଦ ଖାଇ ଗଡ଼ଗଡ଼ାଉ ଥାଅ"]