Jump to content

ବଡ଼ବଡ଼ୁଆ ଡ଼ାକିବା

ଉଇକିଅଭିଧାନ‌ରୁ

ବଡ଼ବଡ଼ୁଆ ଡ଼ାକିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

କାର୍ତ୍ତିକ ଅମାବାସ୍ୟା ଦିନ ସନ୍ଧ୍ୟା ପରେ ପିତୃଲୋକଙ୍କ ଉଦ୍ଦେଶ୍ୟରେ ପ୍ରଦୀପଦାନ ଓ ଶ୍ରାଦ୍ଧ କରି 'ବଡ଼ବଡ଼ୁଆ ହେ ଅନ୍ଧାରରେ ଆସ, ଆଲୁଅରେ ଯାଅ, ବାଇଶି ପାହାଞ୍ଚରେ ଗଡ଼ଗଡ଼ାଉ ଥାଅ' ବୋଲି ଡା଼କ ଦେଇ ଘିଅ ବଳିତା, କାଉଁରିଆରେ ନିଆଁ ହୁଳା ମୁଣ୍ଡ ଉପରକୁ ଟେକିବା —To raise up a lighted faggot by invoking of the new moon of Kārttika.