Jump to content

ବଡ଼ବର

ଉଇକିଅଭିଧାନ‌ରୁ

ବଡ଼ବର

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ଗଡ଼ଜାତ)ବି

[ସମ୍ପାଦନା]

ଶଗଡ଼ିଆ—ବଳଦଙ୍କୁ ବାଟରେ ଖୁଆଇବା ପାଇଁ ବହୁତ ପାଳକୁ ଅଳ୍ପକରେ ନେବା ପାଇଁ ପାଳରେ ବନାଯାଇ ଥିବା ମୋଟା ବେଣୀ — Twisted and plaited straw taken by cartmen for feeding cattle on the way.