Jump to content

ବଡ଼ବା

ଉଇକିଅଭିଧାନ‌ରୁ

ବଡ଼ବା

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ବଳ=ଶକ୍ତି+ବା ଧାତୁ ଗମନ କରିବା+କର୍ତ୍ତୃ. ଅ+ସ୍ତ୍ରୀ. ଆ)

[ସମ୍ପାଦନା]
୧. ଘୋଟକୀ —୧. A mare.

ବଡ଼ବାର ସଙ୍ଗେ ସଙ୍ଗେ ତୁରଙ୍ଗେ ମତ୍ତରଙ୍ଗେ ନ ରସି ଭ୍ରମନ୍ତି ହୋଇ ତୁରା ସେ ଭଞ. ବୈଦେହୀଶବିଳାସ

୨. ଅଶ୍ୱମୁଖୀ ସମୁଦ୍ର ଗର୍ଭସ୍ଥା ଦେବୀବିଶେଷ — ୨. Name of a sea-nymph; a mythological female Deity with a mare's head, said to inhabit the ocean.
୩. ଅଶ୍ୱିନୀ ନକ୍ଷତ୍ର —୩. Aries (asterism)
୪. ସ୍ୱର୍ଗବୈଦ୍ୟ ଅଶ୍ୱିନୀକୁମାର ଦ୍ୱୟଙ୍କ ମାତା —୪. The mother of the heavenly physican-twins.
୫. ଦୁତୀ; କୁଟୁଣୀ —୬. A female go-between; a procuress.
୭. ଦ୍ୱିଜ ପତ୍ନୀ —୭. A Brāhmaṇa woman.
୮. ଅଶ୍ୱିନୀ ରୂପ ଧାରିଣୀ ସୂର୍ଯ୍ୟ ପତ୍ନୀ ସଂଜ୍ଞା — ୮. Sajn̄yā a wife of the Sun-god while she assumed the shape of a mare.