Jump to content

ବଡ଼ବାଗ୍ନି

ଉଇକିଅଭିଧାନ‌ରୁ

ବଡ଼ବାଗ୍ନି

ଉଚ୍ଚାରଣ

[ସମ୍ପାଦନା]

ବଡ଼ବାନଳ, ବଡ଼ବାମୁଖଅନ୍ୟରୂପ

ସଂସ୍କୃତ - ବିଶେଷ୍ୟ - ମ. ପ ଲୋ; ବଡ଼ବାର ମୁଖରୁ ଉତ୍ପନ୍ନ ଅଗ୍ନି)

[ସମ୍ପାଦନା]

ସମୁଦ୍ର ଗର୍ଭରପ ପତ୍ପିତ ଅଗ୍ନି — Submarine fire of flame.

[ଦ୍ରଷ୍ଟବ୍ୟ —ଏ ଅଗ୍ନି ବଡ଼ବା ନାମ୍ନୀ ଦେବୀଙ୍କ ମୁଖରୁ ବହିର୍ଗତ ହେବା ପୁରାଣୁପ୍ରସିଦ୍ଧ; କିନ୍ତୁ ଏହା ସମୁଦ୍ର ଗର୍ଭସ୍ଥ ଆଗ୍ନେୟ ଗିରିତ ଅଗ୍ୟୁତ୍ପାତ ବୋଲି ଅନୁମିତ ହୁଏ]