ବଡ଼ବାବୁ
ଦେଖଣା
ବଡ଼ବାବୁ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. କୌଣସି କାର୍ଯ୍ୟାଳୟ ବା ଅଫିସରେ ଥିବା ଦେଶୀୟ କର୍ମଚାରୀମାନଙ୍କ ମଧ୍ୟରେ ପ୍ରଧାନ କର୍ମଚାରୀ ବା ମେନେଜର —୧. The India head of an office or workshop.
- ୨. ଜ୍ୟେଷ୍ଠ ପିତୃବ୍ୟ; ଦଦେଇ —୨. Father's elder brother.
ବଡ଼ବାବୁ ଭୀଷ୍ମକୁ ଘେନିତ ଭଁ ଥିବି କୃଷ୍ଣସିଂହ ମହାଭାରତ ସଭା