Jump to content

ବଡ଼ଭି

ଉଇକିଅଭିଧାନ‌ରୁ

ବଡ଼ଭି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବଳ୍ ଧାତୁ=ଆବୃତ କରିବା+କର୍ତ୍ତୃ ଅଭ+ ଇ, ଈ)

[ସମ୍ପାଦନା]
୧. ଚନ୍ଦ୍ରଶାଳା —୧. A room on the roof of a pucca house.
୨. କୋଠାର ଛାତ ଉପରେ ରଚିତ ଚାନ୍ଦୁଆ ବା ଚାଳ — ୨. Thatch or awning spread over the roof of a building.

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବଡ଼୍ର+ଭୀ)

[ସମ୍ପାଦନା]

ବିଶେଷ ଭୟ — Great fear.

ବଡ଼ଭୀକି ଉଠି ଯାଉଁ ଦୁଷ୍ଟ ବଡ଼ଭୀରେ ସୀତା କଲେ ପୃଷ୍ଠ ଭଞ୍ଜ, ବୈଦେହୀଶବିଳାସ