Jump to content

ବଡ଼ମୁଣ୍ଡ

ଉଇକିଅଭିଧାନ‌ରୁ

ବଡ଼ମୁଣ୍ଡ

ଉଚ୍ଚାରଣ

[ସମ୍ପାଦନା]

(ବଡମୁଣ୍ତିଆ—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ବଡ଼ ମା ପ୍ରଧାନ ବ୍ୟକ୍ତି — ୧. A rich or great man.
୨. ଖୁବ୍ କ୍ଷମତାଶାଳୀ ବ୍ୟକ୍ତି — ୨. A very influential person.
୩. ପ୍ରଭାବଶାଳୀ ଅଭିଭାବକ ପୃଷ୍ଠପୋଷାକ — ୩. A very influential patron.

(ଯଥା—ସେ ଚାକିରି ପାଇବା ପାଇଁ ଏକ ବଡ଼ ମୁଣ୍ଡ଼କୁ ଧରିଛି)