Jump to content

ବଡ଼ଶିଂଘାର

ଉଇକିଅଭିଧାନ‌ରୁ

ବଡ଼ଶିଂଘାର

ଉଚ୍ଚାରଣ

[ସମ୍ପାଦନା]

ବଡ଼ ଶିଂଗାର,ବଡ଼ ଶିଂହାର ଅନ୍ୟରୂପ

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବୃହତ୍+ଶୃଙ୍ଗାର)

[ସମ୍ପାଦନା]

ଦେବତାଙ୍କର ରାତ୍ରି ଶୟନ ବା ପହଡ଼ ହେବା ପୂର୍ବର ବେଶ, ଭୋଗାଦି ନୀତି — The rites perfomed before an Idol is laid to sleep for the night.

ବଡ଼ ଶିଂଘାର ବେଳେ ନରେ ଯାଇଁ, ଦେଖି ଅଖିଳ ବ୍ରାହ୍ମଣ୍ଡ ଗୋସାଇଁ ପ୍ରଚୀ. ପ୍ରତାପ. ଶଶିସେଣା