ବଡ଼ା
ଦେଖଣା
ବଡ଼ା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବଡ଼ା
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ବଟକ)
[ସମ୍ପାଦନା]- ୧. ଘୃତ ବା ତୈଳପକ୍ୱ ପୢଷ୍ଟକବିଶେଷ; ବରା —୧. A kind of cake fried in ghee or oil.
- ୨. ମୁଣ୍ଡର କେଶମୁଳରେ ହେବା ଏକପ୍ରକାର ବଥ —୨. Boil at the root of the hair on the head.
- ୩. ମାଟିର ଛୋଟ ହାଣ୍ଡି (ଏହାର ମୁହଁ ଘଡ଼ି ଅପେକ୍ଷା ଚଉଡ଼ା ଓ ଏଥିରେ ଘିଅ, ତେଲ ଆଦି ରଖାଯାଏ) — ୩. A small wide-mouthed earthen pot.
ପ୍ରାଦେଶିକ - (ସମ୍ୱଲପୁର) ବିଶେଷଣ -
[ସମ୍ପାଦନା]- ୧. ବଡ଼ —୧. Great.
- ୨. ଅତ୍ୟନ୍ତ ବଡ଼ —୨. Very great.
ପ୍ରାଦେଶିକ - (ସମ୍ୱଲପୁର)ବିଶେଷଣ -ର ବିଶେଷଣ -
[ସମ୍ପାଦନା]ଅତ୍ୟନ୍ତ —Very much.