Jump to content

ବଡ଼ାଇ

ଉଇକିଅଭିଧାନ‌ରୁ

ବଡ଼ାଇ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବି—(ସଂସ୍କୃତ - ବୃଦ୍ଧି)

[ସମ୍ପାଦନା]
୧. ମାହାତ୍ମ୍ୟ; ବଡ଼ପଣ; ବଡ଼ିମା; ଗରିମା; ପ୍ରାଧାନ୍ୟ; ମହିମା; ଗୌରବ — ୧. Greatness; glory.

ଆଶା କଲା ଜନ କର୍ମ ଆଦରିଲେ ଏଥୁଁ ଆସିବ କେଉଁ ବଡ଼ାଇ ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ

୨. ଗର୍ବ —୨. Pride; arrogance; haughtiness.

ଚୂନା କରି ତୋର କେଡ଼େ ବଡ଼ାଇ—କବିସୂର୍ଯ୍ୟ. କବିତା

୩. ପ୍ରଶଂସା —୩. Eulogy; praise.
୪. ଆତ୍ମପ୍ରଶଂସା —୪. Self aggrandisement.

ଦେଶଜ - ବିଶେଷଣ -

[ସମ୍ପାଦନା]

ଅତ୍ୟନ୍ତ; ଅତ୍ୟଧିକ —Too much.

ମଧର ହାସ୍ୟ ମନ୍ଦ ମନ୍ଦ, ଦର୍ଶନେ ବଡ଼ାଇ ଆନନ୍ଦ ଭୁପତି. ପ୍ରେମପଞ୍ଚାମୃତ