Jump to content

ବଡ଼ାମ୍ୱା

ଉଇକିଅଭିଧାନ‌ରୁ

ବଡ଼ାମ୍ୱା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ନାମ)

[ସମ୍ପାଦନା]

ଓଡ଼ିଶାର ଏକ ଗଡ଼ଜାତ ରାଜ୍ୟ — A feudatory state of Orissa.

[ଦ୍ରଷ୍ଟବ୍ୟ —ଜଣେ ବିଖ୍ୟାତ ମଲ୍ଲ ଯୋଦ୍ଧା ଉତ୍କଳ ଗଜପତିଙ୍କୁ ଆପଣାର ବୀରତ୍ୱରେ ସନ୍ତୁଷ୍ଟ କରାଇ ଦୁଇଖଣ୍ତ ଗ୍ରାମ ପାଇଥିଲେ ଏହି ମଲ୍ଲ ଗଜପତିଙ୍କ ବଳରେ ଆଦିମ ଅଧିବାସୀ କନ୍ଧମାନଙ୍କୁ ତଡ଼ି ଦେଇ ପ୍ରାୟ ୫ ବର୍ଷ ପୂର୍ବେ ଏହି ରାଜ୍ୟ ସ୍ଥାପନ କରି ଥିଲେ ଏବଂ କ୍ରମେ କ୍ରମେ ତାହାଙ୍କ ରାଜ୍ୟ ବଢ଼ାଇ ଥିଲେ କୃପାସିନ୍ଧୁ ଇତିହାସ ଏ ରାଜ୍ୟସ୍ଥିତା ବୃହଦମ୍ୱା (ଦୁର୍ଗା, ଭଟ୍ଟୁରିକା)ଙ୍କ ନାମାନୁସାରେ ଏ ରାଜ୍ୟର ନାମକରଣ ହୋଇ ଅଛି]