Jump to content

ବଡ଼ି

ଉଇକିଅଭିଧାନ‌ରୁ

ବଡ଼ି

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

(ବଡ଼ିସ୍—ଅନ୍ୟରୂପ)

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ବଡ଼ିସ୍)

[ସମ୍ପାଦନା]

ସ୍ତ୍ରୀଲୋକମାନଙ୍କ ଅଣ୍ଟାସରୁଆ କୁର୍ତ୍ତା; ଯାକେଟ୍ —Female jacket; bodice.



ବଡ଼ି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. (ସଂସ୍କୃତ - ବଟୀ; ସଂସ୍କୃତ - ବଟକ)—ବାଟ ମୁଗ ବା ବିରିକୁ ଛୋଟ ଛୋଟ ପିଠାକରି କୁଲା ବା ଡ଼ାଲାରେ ପୃଷ୍ଠରେ ପାରି ତାକୁ ଶୁଖାଇ ତରକାରିରେ ବ୍ୟବହାର କରିବା ନିମନ୍ତେ ରଖାଯିବା ପଦାର୍ଥ —୧. Cakes of pasted corn dried and preserved for being cooked and used in curry.

[ଦ୍ରଷ୍ଟବ୍ୟ —ଛୋଟ ଛୋଟ ବଡ଼ିକୁ 'ଫୁଲବଡ଼ି', ଯେଉଁ ବଡ଼ିରେ ପାଣିକଖାରୁ କୋରା ହୋଇ ମିଶିଥାଏ ତାକୁ 'କଖାରୁବଡ଼ି (ହିନ୍ଦୀ - କୁମଡ଼ୈରୀ), ଯେଉଁ ବଡ଼ିରେ ବୋଇତି କଖାରୁ ବା ପାଣି କଖାରୁ ମଞ୍ଚିଥାଏ ତାକୁ 'ମଞ୍ଜି ବଡ଼ି' ଯହିଁରେ ଖସା ମିଶିଥାଏ ତାକୁ 'ଖସା ବା ରାଶିବଡି' (ହିନ୍ଦୀ - ତିଲୌଡ଼ି) କହନ୍ତି ମୁଗବଟାରେ ତିଆରି ବଡ଼ିକୁ 'ମୁଗବଡ଼ି' କହନ୍ତି ଗଞ୍ଜାମ ଅଞ୍ଚଳରେ ମୁଳବାଡ଼ି, ମୁନିବଗାଡ଼ି ଓ ପିଆଜ ଆଦିର ବଡ଼ି ହୁଏ]

ଅନୁବାଦ

[ସମ୍ପାଦନା]
୨. (ସଂସ୍କୃତ - ବଟିକା)—ଔଷଧାଦିର କ୍ଷୁଦ୍ର ବଟିକା — ୨. Pill.
୩. ସତରଞ୍ଜ ଖେଳର ଗୋଟୀ — ୩. A pawn at chess.

ପ୍ରାଦେଶିକ - (ଗଡ଼ଜାତ ଓ ସମ୍ୱଲପୁର) ବିଶେଷ୍ୟ -

[ସମ୍ପାଦନା]

ଦେଠେଈ —Wife of father's elder brother, elder paternal aunt.