ବଡ଼ିକି ବସିବା
ଦେଖଣା
ବଡ଼ିକି ବସିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବଡ଼ିକି ବସିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]ବାହାରକୁ ବସିବା; ଝାଡ଼ା ଫେରିବା; ମଳ ତ୍ୟାଗ କରିବା —To ease one's self; to pass stools.
ଅଳପ ଖାଇ ଲୋକେ ବହୁତ ବାଡ଼ିକି ବସୁଛନ୍ତିଅଣ୍ଠାକୁ ହୋଇ ଯାକିଯୁକି କୃଷ୍ଣସିଂହ ମହାଭାରତ ଉଦ୍ଯୋଗ