ବଡ଼ିଫୁଲ
ଦେଖଣା
ବଡ଼ିଫୁଲ
ଉଚ୍ଚାରଣ
[ସମ୍ପାଦନା]ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -
[ସମ୍ପାଦନା]ବିରିପୋଲୁଅ (ଦେଖ) - Baripolua (see)
ବଡ଼ିଫୁଲ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବଡ଼ିଫୁଲ
|
ଦେଶଜ - ବି—(ସଂସ୍କୃତ - ବଟକ+ସଂସ୍କୃତ - ସ୍ପାୟ ଧାତୁ)
[ସମ୍ପାଦନା]ବଡ଼ିକୁ ଭାଜି ମସଲାପାଣିରେ ସିଝାଇଲେ ତାହା ଫୁଲିଯାଇ ଯେଉଁ ବ୍ୟଞ୍ଜନ ହୁଏ —Curry made of preserved and dried pills of corn-paste boiled in spiced water and become bloated.