ବଡ଼ିଶ ଲାଠି
ବନିଶୀ ଖଡ଼ା — Angling rod.
କିଶୋରୀଙ୍କର ମନମୀନକୁ ଏ ବଚନ ମିଷ୍ଟ ବଡ଼ିଶଲାଠି ଛାଟିଲାରେ କବିସୂର୍ଯ୍ୟ ସଙ୍ଗୀତ