ବଡ଼ି ଅନ୍ଧାରୁଆ
ଦେଖଣା
ବଡ଼ି ଅନ୍ଧାରୁଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବଡ଼ି ଅନ୍ଧାରୁଆ
|
ବଡ଼ି ଝଟ୍ ଝଟ୍, ବଡ଼ିଭୋର, ବଡ଼ି ସକାଳ, ବଡ଼ିଭୋର୍, ବଡ଼ିସକାଳ, ବଡ଼ି ଝଟ୍ ଝଟ୍ପଟି, ବଡ଼ିବନ୍ଧାର (ରି), ବଡ଼ି(ଡ଼ି) ଅନ୍ଧାରିଆ ଅନ୍ୟରୂପ
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ପ୍ରତ୍ୟୁଷ; ଅରୁଣୋଦୟର ପ୍ରାକ୍କାଳ — Early morning; the time just before dawn.