Jump to content

ବଡ଼ୁ

ଉଇକିଅଭିଧାନ‌ରୁ

ବଡ଼ୁ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବି(ସଂସ୍କୃତ - ବଟୁ=ବ୍ରହ୍ମଚାରୀ)

[ସମ୍ପାଦନା]
୧. ବ୍ରତ ବା ଉପନୟନ ସଂସ୍କାର — ୧. The ceremony of the investiture of the sacred thread.
୨. ଭୁବନେଶ୍ୱର ଲିଙ୍ଗରାଜ ମହାପ୍ରଭୁଙ୍କର ମାଳିଜାତୀୟ ଶୁତ୍ରସେବକ —୨. A class of Ṡūdra temple-servants at Bhubaneswar.
୩. ପରିଚାଳକ; ଚାକର —୩. Servent.

(ଯଥା—ଜଗନ୍ନାଥ ମହାପ୍ରଭୁଙ୍କର 'ବିବାନବଡ଼ୁ')

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -

[ସମ୍ପାଦନା]

ବାପର ବଡ଼ ଭାଇ; ଜେଡ଼ୁତା — Father's elder brother.