ବଡ଼ୁଭିକ୍ଷା
ଦେଖଣା
ବଡ଼ୁଭିକ୍ଷା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବଡ଼ୁଭିକ୍ଷା
|
ଦେଶଜ - ବି—(ସଂସ୍କୃତ - ବଟୁ ଓ ଭିକ୍ଷା)
[ସମ୍ପାଦନା]ଉତନୟନ ସମୟେତେ ଦ୍ୱିଜବାଳକର ବ୍ରହ୍ମଚାରୀ ବେଶରେ 'ଭବଦ୍ ଭିକ୍ଷାଂ ଦେହି' ବୋଲି କହି ଭିକ୍ଷାପାତ୍ରହସ୍ତରେ ଆଗନ୍ତୁକ ବ୍ୟକ୍ତିମାନଙ୍କ ନିକଟରେ ମାଗିବା ଭିକ୍ଷା; ବ୍ରତଭିକ୍ଷା —The ceremony of begging done by a Brā;hmaṇa boy during the investiture of sacred thread.