Jump to content

ବଡ଼େ

ଉଇକିଅଭିଧାନ‌ରୁ

ବଡ଼େ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - ଓ କ୍ରି. ବିଶେଷଣ - (ପ୍ରାଚୀନ ସାହିତ୍ୟ)

[ସମ୍ପାଦନା]

ବଡ଼; ଭାରୀ; ଅତି; ଅତ୍ୟନ୍ତ — Very much; excessive.

ବଡ଼େ ଯେ ରାବକୁ ବିହି, ବୋଲାଇ ରାବଣ ସେହି ଭଞ୍ଜ. ବୈଦେହୀଶବିଳାସ