ବଡ଼ ଆଖି
ଦେଖଣା
ବଡ଼ ଆଖି
ଉଚ୍ଚାରଣ
[ସମ୍ପାଦନା](ବଡ଼ ଆଖିବା ଫୁ—ବିଣ)
(ବଡ଼ ଆଖେଈ—ସ୍ତ୍ରୀ— ବିଣ)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ବୃହତ୍କାର ଚକ୍ଷୁଃ — ୧. Big eyes; large eyes.
- ୨. ଯେଉଁ ଦୃଷ୍ଟିକୁ ଛୋଟ ଛୋଟ ବା ଅଳ୍ପ କଥା ଭଲ ଲାଗେ ନାହିଁ —୨. A look or eye which is not satisfied with small of little things.
- ୩. ଉଦାର ଦୃଷ୍ଟି —୩. Liberal outlook.