ବଡ଼ ଓଷା
ଦେଖଣା
ବଡ଼ ଓଷା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ପର୍ବ ବିଶେଷ — ୧. Name of a festival.
[ଦ୍ରଷ୍ଟବ୍ୟ — ସ୍ଥାନବିଶେଷରେ ଭିନ୍ନଭିନ୍ନ ପର୍ବକୁ ଲୋକେ ଏହି ନାମ ଦେବାର ଦେଖାଯାଏ କଟକ ଓ ପୁରୀ ଜିଲ୍ଲାରେ ଆଠଗଡ଼ର ଧବେଳେଶ୍ୱର ମହାଦେବଙ୍କଠାରେ କାର୍ତ୍ତିକ ପୂର୍ଣ୍ଣିମାରେ ପୂର୍ବଦିନ ଏହି ଓଷା କରିଥିବା ଲୋକମାନେ ଭୋଗ ଲଗାନ୍ତି ଅଧିକାଂଶ ଶୁଦ୍ର ଏହି ଓଷା କରନ୍ତି
ପୁରୀ ଓ କଟକରେ ପ୍ରଚଳିତ ସୋମନାଥ ବ୍ରତକୁ ଗଞ୍ଜାମ ଜିଲ୍ଲାରେ 'ବଡ଼ ଓଷା' ବୋଲି କହନ୍ତି ଏହି ବ୍ରତ ଭାଦ ଶୁକ୍ଳ ଷଷ୍ଠୀ ଦିନ ଆରମ୍ଭ କରାଯାଇ ଆଶ୍ୱିନ ଶୁକ୍ଳଦଶମୀ (ଦଶହରା) ଦିନ ଉଦ୍ୟାପନା କରାଯାଏ]
- ୨. ଏକ ଜାତୀୟ ଈଷ୍ତ ହଳଦିଆ ଲମ୍ୱା ଓ ମୋଟା ଧାନ — ୨. Name of a coarse yellwish kind of paddy.