ବଡ଼ କଥା
ଦେଖଣା
ବଡ଼ କଥା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ବୃହତ୍+କଥା)
[ସମ୍ପାଦନା]- ୧. ଲମ୍ୱ କଥା; ଦୀର୍ଘ କାହାଣୀ —୧. Long story.
- ୨. ଉଚ୍ଚୈଃସ୍ୱରରେ କଥନ —୨. Loud talk.
- ୩. ଅତିଶୟୋକ୍ତି —୩. Exaggeration.
- ୪. ବାଡ଼େଇ; ଗର୍ବଯୁକ୍ତ କଥା —୪. Arrogant talk.
- ୫. ବିଶେଷରୁପେ ଉଲ୍ଲେଖ ଯୋଗ୍ୟ ବିଷୟ — ୫. A matter of particular moment.
- ୬. ପ୍ରଧାନ ବିଷୟ —୬. Chief matter.