Jump to content

ବଡ଼ କରିବା

ଉଇକିଅଭିଧାନ‌ରୁ

ବଡ଼ କରିବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଶ୍ରେଷ୍ଠ କରିବା — ୧. To regard as great.


ଅନୁବାଦ

[ସମ୍ପାଦନା]
୨. (ଲକ୍ଷଣାର୍ଥ) ଆଦର କରିବା — ୨. (figurative) To respect; to love.
୩. ଶିଶୁକୁ ବଡ଼ ହେବା ପର୍ଯ୍ୟନ୍ତ ଲାଳନ ପାଳନ କରିବା — ୩. The bring up an infant.