Jump to content

ବଡ଼ କାଠ

ଉଇକିଅଭିଧାନ‌ରୁ

ବଡ଼ କାଠ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଏକ ପ୍ରକାର ବଡ଼ ଢୋଲ —A big long drum (about ୪ cubits long)

[ଦ୍ରଷ୍ଟବ୍ୟ — ଏହା ୩\୪: ହାତ ଲମ୍ୱ ଓ ଦୁଇ ହାତ ବ୍ୟାସ ବିଶିଷ୍ଟ ଓ ଏଥିରେ ଦୁଇ ମୁଣ୍ଡରେ ଚମ ଛିଆଣି ହେଇ ଥାଏ, ଏହାକୁ ଏକାଧିକ ଲୋକ ବାଉଁଶର ଦୁଇ ମୁଣ୍ଡ କାନ୍ଧୋଇ କରି ସ୍ଥାନାନ୍ତରକୁ ନିଅନ୍ତି]