ବଡ଼ ଗିଲ
ଏକ ଜାତୀୟ ଚେପ୍ଟା ବନ୍ୟ ଲତା ଫଳ —The fruit of a wild creeper.
[ଦ୍ରଷ୍ଟବ୍ୟ —ଏହାର ବ୍ୟାସ ୨ ଇଞ୍ଚ ଲିପା ହୋଇଥିବା ମାଟି ଉପରେ ଏ ଫଳକି ଘଷିଲେ ସେହି ଯାଗାଟି ଚିକ୍କଣ ଓ ସୁନ୍ଦର ହୋଇଯାଏ]