Jump to content

ବଡ଼ ଘର

ଉଇକିଅଭିଧାନ‌ରୁ

ବଡ଼ ଘର

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଧନୀ ଓ ପ୍ରତିଷ୍ଠିତ ପରିବାର — ୧. A rich and respectable family.

ବଡ଼ ଘର ଦେଖି ବନ୍ଧୁ କଲି ଝିଅକୁ ନେଇ ଯମକୁ ଦେଲି—ଢ଼ଗ

୨. ବୃହଦାକୃତି ବିଶିଷ୍ଟ ଗୃହ —୨. A big house.