Jump to content

ବଡ଼ ଚାଟ

ଉଇକିଅଭିଧାନ‌ରୁ

ବଡ଼ ଚାଟ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ସ୍କୁଲ୍ ବା ଶ୍ରେଣୀରେ ଅନ୍ୟ ଛାତ୍ରମାନଙ୍କ ତତ୍ତ୍ୱାବଧାନ କରିବା ନିମନ୍ତେ ଶିକ୍ଷକଙ୍କଦ୍ୱାରା ନିର୍ବାଚିତ ଛାତ୍ର —୧. Monitor.

xxxଗୋଟିଏ ସାନ ପିଲାକୁ ଦୁଇଟା ବଡ଼ ଚାଟ ଧରି ଘେନି ଯାଇଥିଲେ ଫକୀରମୋହନ. ଛ ମାଣ ଆଠ କଗୁଣ୍ଠ

୨. ପ୍ରଧାନ ଶିଷ୍ୟ —୨. Chief disciple.