ବଡ଼ ଜୁଆଣି
ଏକ ପ୍ରକାର ଜୁଆଣି; ଅଜମୋଦା —Akind of Ajwan; Seseli Indicum.
[ଦ୍ରଷ୍ଟବ୍ୟ —ଏହା କଟୁ, ଅଗ୍ନି ଦୀପକ, କଫ ଓ ବାୟୂନାଶକ; ଉଷ୍ଣ ବିଦାହୀ, ବୃକ୍ଷ୍ୟ ଓ ବଳକର; ଏହା ନେତ୍ର ରୋଗ, କ୍ରିମି ହିକ୍କା ଓ ବସ୍ତି ରୋଗ ନିବାରକ]