Jump to content

ବଡ଼ ତୁଣ୍ଡା

ଉଇକିଅଭିଧାନ‌ରୁ

ବଡ଼ ତୁଣ୍ଡା

ଉଚ୍ଚାରଣ

[ସମ୍ପାଦନା]

(ବଡ଼ତୁଣ୍ଡିଆ—ଅନ୍ୟରୂପ)

(ବଡ଼ତୁଣ୍ଡୀ, ବଡ଼ ତୁଣ୍ଡେଇ—ସ୍ତ୍ରୀ) 

ଦେଶଜ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]
୧. ଯେ ଉଚ୍ଚସ୍ୱରରେ କଥା କହେ — ୧. Of loud tone.
୨. କଳିହୁଡ଼ା — ୨. Qurrelsome.