ବଡ଼ ଦାଣ୍ଡକୁ ଯିବା
ଦେଖଣା
ବଡ଼ ଦାଣ୍ଡକୁ ଯିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବଡ଼ ଦାଣ୍ଡକୁ ଯିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. (ସ୍ତ୍ରୀ) ଛତରରେ ପଶିବା; ନିରୁପାୟ ହେବା —୧. (a woman) To go out of a family; to go abegging.
- ୨. (ସ୍ତ୍ରୀଲୋକ) ବେଶ୍ୟାବୃତ୍ତି ଅବଲମ୍ୱନ କରିବା — ୨. (a woman) To take to prositution.