ବଡ଼ ଲୋକ
ଦେଖଣା
ବଡ଼ ଲୋକ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବଡ଼ ଲୋକ
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ବଡ଼୍ର+ଲୋକ)
[ସମ୍ପାଦନା]- ୧. ଧନୀ ବ୍ୟକ୍ତି —୧. Rich man.
ପଢ଼ିଲେ ବୈଶ୍ୟ ପୁଣ୍ୟ ଫଳଟିକି ପାଏ ଶୁଣିଲେ ଶୁଦ୍ର ବଡ଼ ଲୋକ ହୋଇ ଯାଏ କୃଷ୍ଣସିଂହ. ମହାଭାରତ. ଅନଶାସନ
- ୨. ମହାଜନ; ମହାପୁରୁଷ —୨. A great man.
ଶୁଣ ରାଜନ ଭାଗବତ, ଏ ବଡ଼ ଲୋକଙ୍କର ମତ—ଜଗନ୍ନାଥ. ଭାଗବତ