Jump to content

ବଡ଼ ହେବା

ଉଇକିଅଭିଧାନ‌ରୁ

ବଡ଼ ହେବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି.—(ସଂସ୍କୃତ - ବର୍ଦ୍ଧନ)

[ସମ୍ପାଦନା]
୧. ବଢ଼ିବା — ୧. To become large.
୨. ବୃଦ୍ଧି ପାଇବା — ୨. To increase; to wax.
୩. ପରିଣତବୟସ୍କ ହେବା; ସାବାଳଗ ହେବା — ୩. To be of age; to attain majority.


୪. (ବାଳିକାମାନଙ୍କ ସମ୍ୱନ୍ଧେ) ଜ୍ଞାନ ପାଇବା; ପ୍ରଥମେ ରଜସ୍ୱଳା ହେବା —୪. To attain puberty (said of a girl).
୫. ପରିମାଣରେ ବା ଦୈର୍ଘ୍ୟରେ ବଳି ପଡ଼ିବା — ୫. To exceed in quantity or length.
୬. ଉଚ୍ଚତାରେ ବୃଦ୍ଧି ପାଇବା —୬. To become taller.