ବଡ୍ରି ବାଣ
ତାଲସୁପାରି କୁହୁକରେ ବ୍ୟବହୃତ ଏକ ପ୍ରକାର ମନ୍ତ୍ର —A mystic formula used in the Dhālasupāri magical performance.
[ଦ୍ରଷ୍ଟବ୍ୟ —ଏଥିରେ ମୁଠାଏ ବାଲିକୁ ମନ୍ତ୍ର ପଢ଼ି ଫୋପାଡ଼ିଲେ ତାହା ବିରୁଡ଼ି ପରି ଯାଇ ଶତ୍ରୁକୁ ଆକ୍ରମଣ କରେ]