ବଢ଼ା ବଢ଼ି
ଦେଖଣା
ବଢ଼ା ବଢ଼ି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବଢ଼ା ବଢ଼ି
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ପରିବେଷଣ; ଭୋଜନ ପାତ୍ରର ଖାଦ୍ୟ ଆଣି ବାଣ୍ଟିବା ବା ଦେବା — ୧. The act of serving meals out the plate.
ଠାଆପିଢ଼ା କରି କୃଷ୍ଣଙ୍କୁ ଘେନି ଗଲେ ତଦ ଅନ୍ତରେ ଘରୁ ବଢ଼ାବଢ଼ି କଲେ କୃଷ୍ଣସିଂହ, ମହାଭାରତ. ଉଦ୍ଯୋଗ
- ୨. ଅତି ବୃଦ୍ଧି —୨. Excess.
- ୩. ପରସ୍ପର ଉପରକୁ ଉଠିବା —୩. Rising over each other; outbidding.
(ଯଥା—୧ ଟଙ୍କାର ଜିନିସ ନିଲାମ ହେବାରୁ ଲୋକେ ବଢ଼ାବଢ଼ି ହୋଇ ୧ ଟଙ୍କା ପର୍ଯ୍ୟନ୍ତ ଡାକିଲେ)
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଅତ୍ୟଧିକ —୧. Excessive.
- ୨. ଅତିରିକ୍ତ ପରିମାଣରେ ବୃଦ୍ଧି ପ୍ରାପ୍ତ — ୨. Increased to a great extent; which reaches a climax.
(ଯଥା—ଦୁଇ ଜଣଙ୍କ ମଧ୍ୟରେ କଳି କଳିଆ ଅତି ବଢ଼ାବଢ଼ି ହୋଇଗଲା)