Jump to content

ବଢ଼ି

ଉଇକିଅଭିଧାନ‌ରୁ

ବଢ଼ି

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବୃଦ୍ଧି)

[ସମ୍ପାଦନା]

ନଦୀ ବୃଦ୍ଧି; ବର୍ଷାଜଳର ଆଧିକ୍ୟ ଯୋଗୁଁ ହେବା ନଦୀର ବନ୍ୟା —Flood of a river; rising of a river.

ନୂଆ ବଢ଼ିକି ପରତେ ନହିଁ, ଫେଣରୁ କିମ୍ଭୀର ଗାଏ ଫକୀରମୋହନ, ଛମାଣଆଠଗୁଣ୍ଠ