ବଢ଼ିଆଳ
ଦେଖଣା
ବଢ଼ିଆଳ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - ପୁଲିଙ୍ଗ - ଓ ସ୍ତ୍ରୀ. (ସଂସ୍କୃତ - ବର୍ଦ୍ଧନଶୀଳ)
[ସମ୍ପାଦନା]- ୧. ଶସ୍ୟଳ —୧. Capable of luxuriant growth.
- ୨. ଖୁବ ପୁଷ୍ଟ —୨. Very luxuriant.
- ୩. ବର୍ଦ୍ଧନଶୀଳ; ବର୍ଦ୍ଧିଷ୍ଣୁ —୩. Growing; prospering.
- ୪. ପୁଷ୍ଟକାୟ ଓ ଡେଙ୍ଗା (ବ୍ୟକ୍ତି) —୪. Stout and tall.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଆତ —Custard apple.