ବଢ଼ି ବଢ଼ି କହିବା
ଦେଖଣା
ବଢ଼ି ବଢ଼ି କହିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବଢ଼ି ବଢ଼ି କହିବା
|
(ବଢ଼ି ବଢ଼ି କରି କହିବା, ବଢ଼ି ବଢ଼ି କଥା କହିବା—ଅନ୍ୟରୂପ)
ଦେଶଜ - କ୍ରିୟାପଦ -
[ସମ୍ପାଦନା]ଧୃଷ୍ଟାତା ସହିତ କଥା କହବା; ଗର୍ବିତ ଭାବରେ କଥା କହିବା —To talk arrogantly.
ବଢ଼ି ବଢ଼ି କହିବା
|
(ବଢ଼ି ବଢ଼ି କରି କହିବା, ବଢ଼ି ବଢ଼ି କଥା କହିବା—ଅନ୍ୟରୂପ)
ଧୃଷ୍ଟାତା ସହିତ କଥା କହବା; ଗର୍ବିତ ଭାବରେ କଥା କହିବା —To talk arrogantly.