Jump to content

ବଢ଼େଇ

ଉଇକିଅଭିଧାନ‌ରୁ

ବଢ଼େଇ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]
(ବଢ଼ାଉଣୀ, ବଢ଼ଉଣୀ, ବଢ଼ୌଣୀ—ସ୍ତ୍ରୀ) 

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ବଡ଼ାଇ (ଦେଖ) - ୧. Baṟḍ̠āi (See)
୨. (ପୁଂ. ବର୍ଦ୍ଧକି; ପ୍ରା. ବଡ଼୍ଡଇ)—କାଠ କାଟିବା କାରିଗର;ସୁତ୍ରଧର —୨. Carpenter.

ବଢାଇଙ୍କୁ ଡକାଅ ବୋଲି ଅଜ୍ଞା ଦେଲେ କୃଷ୍ଣସିଂହ. ମହାଭାରତ, ସଭା