Jump to content

ବଢ଼େଇ ଦେବା

ଉଇକିଅଭିଧାନ‌ରୁ

ବଢ଼େଇ ଦେବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ବଢାଇବା (ଦେଖ) - ୧. Baṟḍ̠ẖāibā (See)
୨. କର ପ୍ରସାରିତ କରି କୌଣସି ପଦାର୍ଥକୁ ଅନ୍ୟ ବ୍ୟକ୍ତିର ହାତରେ ଅର୍ପଣ କରିବା — ୨. To hand over a thing.

ଗାଣ୍ଡିବା ବଢାଇ ଦେଇ ଶ୍ରାଭୁଜକୁ ମନେ ବିଚାରଇ ପାର୍ଥ କବିସୂର୍ଯ୍ୟ, ସଙ୍ଗୀତ