ବଣ

ଉଇକିଅଭିଧାନ‌ରୁ

ବଣ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବି—(ସଂସ୍କୃତ - ବନ; ପ୍ରା. ବଣ)[ସମ୍ପାଦନା]

୧. ବନ; ଅରଣ୍ୟ — ୧. Forest.

ତାହାଙ୍କ ଚିନ୍ତା କାହିଁ ଏଣେ ଯେ ବା ଭ୍ରମନ୍ତି ଭବବଣେ ଜଗନ୍ନାଥ—ଭାଗବତ

୨. ଜଙ୍ଗଲ; ନିବିଡ଼ ଅରଣ୍ୟ —୨. Jungle; dense forest.
୩. ଏକଜାତୀୟ ଅନେକ ବୃକ୍ଷର ସମଷ୍ଟି — ୩. Plantation of trees of the same species.
୪. (ଲକ୍ଷଣାର୍ଥ) ସମୂହ —୪. (figurative) Multitude.

କ୍ଷତ୍ରିୟ ଧର୍ମ କରି ମରୁଅଛି ରଣେ ବୋଲୁଛି ନ ପଡ଼ିବ ତୁମ୍ଭେ ଦୁଃଖବନେ—କୃଷ୍ଣସିଂହ, ମହାଭାରତ ଦ୍ରୋଣ

୫. (ଅନ୍ୟ ଶବ୍ଦ ପରେ ବ୍ୟବହୃତ; ଗ୍ରହବଣ; ସାପବଣ) ଯେଉଁ ସ୍ଥାନରେ ଅମୁକ ଦ୍ରବ୍ୟ ବହୁଳ ଥାଏ —୫. A place abounding in a particular thing or things.

ଦେଶଜ - ବିଶେଷଣ -[ସମ୍ପାଦନା]

(ଲକ୍ଷଣାର୍ଥ) ଅବୋଧ୍ୟ —Unintelligible.

ଦେବତା ଋଷିଙ୍କର ମୁହିଁଟି କାରଣ ଏ ସକାଶୁଁ ସବୁଙ୍କ ଅଟେ ମୁହିଁ ବଣେ କୃଷ୍ଣସିଂହ. ମହାଭାରତ ଭୀଷ୍ମ