ବଣାଇ
ଓଡ଼ିଆ ଗଡ଼ଜାତ ରାଜ୍ୟବିଶେଷ —Name of an Oriya sate.
[ଦ୍ରଷ୍ଟବ୍ୟ —ଏ ରାଜବଂଶ ସାକଲ ଦ୍ୱୀପ ବା ସିଲୋନ୍ରୁ ଆସିଥିଲେ ଏମାନଙ୍କ ସନ୍ତକ 'ମୟୂର' ଏମାନେ କଦମ୍ୱ ବଂଶୀୟ ଜଗବନ୍ଧ— ପ୍ରାଚୀନ ଉତ୍କଳ]