Jump to content

ବଣା ବଣା

ଉଇକିଅଭିଧାନ‌ରୁ

ବଣା ବଣା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ଅଲଗା ଅଲଗା —୧. Disjointed
୨. ଅଖଞ୍ଜିଆ; ଅଡ଼ୁଆ —୨. Awkward.

ଆନଠାରେ ଲେଶ ହେଲେ ଅନୁରାଗ ଲାଗେ ପୃଥ୍ୱୀ ବଣା ବଣା ଜନ୍ଦକିଶୋର. ଶର୍ମିଷ୍ଠା

୩. ଅପରିଚୟ ଯୋଗୁଁ ଯେଉଁ ସ୍ଥାନକୁ ମନୁଷ୍ୟ ପାରେ ନାହିଁ —୩. (a place) with which a person is not famoliar.